ବଡ଼ ପରଜା ଗୀତ
ପଦ୍ମଶ୍ରୀ · ୧୮୯୦–୧୯୬୩
- ସଂକଳନ: ଗାନ୍ଧର୍ବିକାଶତଦଳ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୩୩
- ସ୍ଥିତି
- ସାର୍ବଜନୀନ (Public domain)
ଯାଇ ହୁଲୁ ବୋଲିମି ମଲି ଡାଡ଼ୁ ବୋଲିମିବା ଦୁଣିଆ ଜ୍ରୁଲୋଇ ଏଲୁଟିଓ କୋସୋଇଁହିଁଦି ବେକୁ ତବେନି ବେଗି କାରୁ ଅବେନିଜ୍ରାଣୁ ଲାରୁ ଏତେକୁ ସିକୁ ଡେରୁ ସେତେକୁକଏଁ କଲୁ ରୁବେଜୁ ସାଡ଼ି କଲୁ ରୁବନିମାରାନୁରୁ ଦସିଡ଼ୁ ଡଙ୍ଗରକୁ ଓସିରୁଜ୍ରେଟୁ ହାଣୁ ମାରୁଲି ବର୍ଷା ବୁଲି ଆସୁଲି ।ଅଳାରୁହୋ ମାଲୁକୋଏଁ ବିଜ୍ରୁଲିହୋ ଜ୍ରୋଲୁକୋଏଁଲଦ୍ଦୁ ବୋଦି ଅଇଲି ଜ୍ରାଡ଼ୁ ବଡ଼ୁ ହୋ ଚୁଲିସୋଡ଼ା ମାରି ଗୀତୁରେ ନେର୍କା ମାରି ଗୀତୁରେଲିପୁ ଜଣ ଲିପୁଲି ଲିପୁ ତାରା ଲିପୁଲିସନେ ପାଣି ଝିପୁଲି ରୁଦ୍ ଲିହଝିପୁଲିଜାଣୁ ରାଏ ରାବୁନୁଶୁନୁ କେଡ଼ି କଦମୁଁବିଚୁଲେ ହୋ ମିତୁଲେ ନେଡ଼େ ପାଣି କାଡ଼ୁଲେଯତାରୁ ହୋଲିଏତଁ ଗଡ଼ରୁହୋ ଚେଁଦେଲି ।ମାଟିଆ ଜାତିର ବିବାହ ସମୟର ଗୀତ୧- ପୁରନି ପତରେ ଜାଇଫୁଲ, ରଙ୍ଗି ତାଲା କାଇକକଲୋଡ଼ି ମାଣ୍ଡି ମଣ୍ଡା ନ ଆସରେ, ଜାମ୍ପି ଜାଲିଆନି, ଜାଣିଯେବେ ଲୋକ ବକସା ବତ୍ସାନିବାଇ ଦେଲେ ପୁଡ଼ୁକା ବସାରେ ।ଅର୍ଥ- ପୁରୁଣୀ ଫୁଲରେ ଜୋକ ଚାଲିଗଲା ।ରେ ବୋହୁ ତୁ କାହିଁକି ଏତେ ଛଟା ଦେଖାଉଛୁ ।୨- ତୋର ବାବା ଦେଇ କାଇଲାକା ଆଇଦବତୋର ଆଇଆ ଦେଇ କାଇଲାକା । ଟାଟି ଦନକେ ଦେଖିଦେଲାକା ଆଇ ବବଟାଟି ଦନକେ ଦେଖିଦେଲା ।ଆଗତୁରୁ ପରା ବୁଦ୍ଧି ଛାଡ଼ବେ ଆଇବବ, ଆଗତୁରୁ ପରା ବୁଦ୍ଧି ଛାଡ଼ଗରଗର ବୁଲେ ସରି କାଏ ଦବ, ଦାଣ୍ଡ ଦାଣ୍ଡ ବୁଲେ ସରିକାଏଅର୍ଥ- ତୋର ବାପ ମା’ ଟଙ୍କା ପଇସା ନେଲେ,ବହୁତ ଧନ ସମ୍ପତ୍ତି ଦେଖ ଦେଲେ,ତୁ ଭଲ କରି ରହ, ଦାଣ୍ଡ ବାଟରେ ବୁଲ ନାହିଁ, ନିନ୍ଦା ପାଇବ ।୩- ହାଣ୍ଡି ଡୁଡ଼ ଡାଡ଼, କାଇ ଫୁଲ ଡେଇଁ ପଡ଼େ କାଇ ମୂଷା ଡେଇଁପଡ଼େ କାଇ ମୂଷାସପୁର ସାଉଲ ପିଲ ପରୁଆରେ ମୋର ଝାମ୍ପି ଝାଲିଆଣୀ ପଠାଇଦେବି ସାଞ୍ଚାଚାଲୁଣୀ କନା ଟାମୁଣ୍ଡି ଆଣାରେ । ହୁ, ହୁ, ହୁ ।ଅର୍ଥ- ହାଣ୍ଡି ଗୁଡ଼ୁଗୁଡ଼ୁ ଶବ୍ଦ କଲା, ମୂଷା ଆସିଲା,ସରୁ ଚାଉଳ ଓ ପିଲା ପାରା ସଞ୍ଚା ପଠାଇ ଦେବି । ରେ ସ୍ତ୍ରୀ ।୪- ବାଟର ମଉଲ କାଇ ଫୁଲ, ବଡ଼େ ବଡ଼େ କାଇ ଡଙ୍ଗା ବଡ଼େ ବଡ଼େ ଡଙ୍ଗାତୋ ଦେଉ ଧରେ ନାହିଁ, ଭୂତ ଧରେ ନାହିଁରେ ମହୁଲ ମଦର ଝୁମାନଇଲେ ବେଟି ନ ବେଟରେ ତଳେ ବଙ୍ଗ ବାଙ୍ଗାଅର୍ଥ- ରେ ସ୍ତ୍ରୀ, ବାଟର ମହୁଲ କି ଫୁଲ ବଡ଼ ବଡ଼ ଡଙ୍ଗ,ତତେ ଭୂତ କି ପ୍ରେତ ଧରି ନାହିଁ,ମହୁଲ ମଦର ନିଶା,ନଇଁକରି ମହୁଲ ଗୋଟାଅ ନାହିଁ ତଳେ ମେଲା ।
ସମ୍ବନ୍ଧିତ ରଚନା
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର