ଅର୍ଥ
ଲକ୍ଷ୍ମୀନାରାୟଣ ସାହୁ
ପଦ୍ମଶ୍ରୀ · ୧୮୯୦–୧୯୬୩
- ସଂକଳନ: ଗାନ୍ଧର୍ବିକାଶତଦଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୭
- ସ୍ଥିତି
- ସାର୍ବଜନୀନ (Public domain)
ବହୁତ ଧୂଳି ଅଛି, କେତେ ଶୋଇ ରହିଛୁଏତେ ଅପରିଷ୍କାର ସ୍ଥାନରେ କେତେ ଶୋଇ ରହିଛୁପାଳୁଅ ପଦାକୁ ଯାଉଁ ସିନ୍ଧି ପଦାକୁ ଯାଉଁ ।ପାତରଙ୍ଗା ପରଜା ଲୋକମାନଙ୍କ ବିବାହ ସମୟର ଗୀତଓ ଓ ଓ ଡଣ୍ଡାରସ କାଦମାଲି ଲୋଇଡ଼ମ ଆଣଲାଗେଲେଇଡ଼ମ ମା ମା ଲଗେ ଲେଇଡ଼ମକେତେ ଗଡ଼ି ଲେଇଡ଼ମ କେତେ ବେଲା ଲେଇଡ଼ମଗା ଗା ତାଇ ସୁତଂଡ଼ନ ଲେଗା ଗଡ଼ଗଅର୍ଥଚାଲି ଯାଉ, ପିଉସୀ ପାଖକୁ ଯାଉଁ, ମାମୁଁ ପାଖକୁ ଯାଉଁ କେତେବେଳେ ହେଲାଣି, କେତେବେଳେ ଖାଇବାକୁ ଦେବ ପେଜଭାତ କେତେବେଳେ ଖାଇବା ।
ସମ୍ବନ୍ଧିତ ରଚନା
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର