ଅର୍ଥ
ଲକ୍ଷ୍ମୀନାରାୟଣ ସାହୁ
ପଦ୍ମଶ୍ରୀ · ୧୮୯୦–୧୯୬୩
- ସଂକଳନ: ଗାନ୍ଧର୍ବିକାଶତଦଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୯
- ସ୍ଥିତି
- ସାର୍ବଜନୀନ (Public domain)
ନାଚିବା ମାଇକିନାକୁ ଦେଖିଲେ ମୋତେବି ନାଚ ଲାଗେ ।ଗୀତ ଗାଇବା ସ୍ତ୍ରୀକୁ ଦେଖିଲେ ମୋତେବି ଗୀତ ଗାଇଲାପରି ଲାଗେ ।ବସିବା ସ୍ତ୍ରୀକୁ ଦେଖିଲେ ମୋତେବି ବସ, ବସ ଲାଗେ ।କୁଟାଆଣି ଦେଖିଲେ ମୋତେ ମଧ୍ୟ କୁଟିବା ପରି ଲାଗେ ।ଦଉଡ଼ିବା ସ୍ତ୍ରୀକୁ ଦେଖିଲେ ମୋତେବି ଦଉଡ଼ିବା ପରି ଲାଗେ ।କଥା ହେବା ଲୋକକୁ ଦେଖିଲେ ମୋତେବି କଥା ହେଲାପରି ଲାଗେ ।
ସମ୍ବନ୍ଧିତ ରଚନା
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର