ପ୍ରଗତିବାଦୀ ଧାରାର ଅଗ୍ରଣୀ କବି । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ।
ସଚ୍ଚି ରାଉତରାୟ ଆଧୁନିକ ଓଡ଼ିଆ କବିତାରେ ନୂଆ ଭାଷା ଓ ଶୈଳୀ ଆଣିଥିଲେ । ସାଧାରଣ ମଣିଷର ସଂଘର୍ଷ ତାଙ୍କ କବିତାର ମୁଖ୍ୟ ବିଷୟ ।